ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସର ଆଜି ଦିତୀୟ ଦିବସ

ଆଜି ଠାରୁ ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସର ଆଜି ଦିତୀୟ ଦିବସ

ଢେଙ୍କାନାଳ (୧୦/୦୫): ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ଆରମ୍ଭ ହୋଇ ଶେଷ ପାଞ୍ଚଦିନ ବିଭିନ୍ନ ବେଶ ମଦନମୋହନଙ୍କୁ କରାଯାଏ। ଆଜି ପ୍ରଥମ ଚାପ ପରେ ଠାକୁରଙ୍କୁ ସାନ୍ନ କରାଯିବା ପରେ ଦ୍ୱିତୀୟ ଦିବସ ରେ ବତ୍ସ୍ୟ ହରଣ ବେଶ ମଦନମୋହନଙ୍କୁ କରାଯାଇଥିଲା। ଆଳତି କରାଯିବାସହ ରାତ୍ର ଚାପ ଶେଷରେ ବିଭିନ୍ନ ଭୋଗ ଲାଗି କରାଯିବା ସହ ଠାକୁର ମନ୍ଦିରକୁ ବାହୁଡ଼ିବା ପରେ ମନ୍ଦିରରେ ଠାକୁରଙ୍କ ରାତ୍ର ନୀତି ଅନୁଷ୍ଠିତ ହେବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଏହି ଠାକୁରଙ୍କ ନୀତି ସମ୍ପନ୍ନ ହେବ।

Recent Post

Live Cricket Update

You May Like This