ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣିଙ୍କ ନିର୍ବନ୍ଧ ପର୍ବ ପାଳିତ

ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣିଙ୍କ ନିର୍ବନ୍ଧ ପର୍ବ ପାଳିତ

ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣିଙ୍କର ଆଜି ପଞ୍ଚମୀ ତିଥି ଥିବାରୁ ଠାକୁରଙ୍କ ନିର୍ବନ୍ଧ ପର୍ବ ପାଳିତ ହୋଇଯାଇଛି। ପୂଜକ ରାଜକିଶୋର ମିଶ୍ର ପୂଜା ଅର୍ଚ୍ଚନା କରିଥିଲେ। ବର ପିତା ଲକ୍ଷ୍ମୀ ବଜାରର ବିମଳ ଶର୍ମା ଓ କନ୍ୟା ପିତା ଭାବେ ଲକ୍ଷ୍ମୀ ବଜାରର ହିନ୍ଦୁସ୍ଥାନ ଜୁଏଲର ମୁକେଶ ସୋନି ପୂଜା ଅର୍ଚ୍ଚନା କରିଥିଲେ ଓ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ପର୍ବଟି ପାଳନ ହୋଇଥିଲା।

Recent Post

Live Cricket Update