ମୋ ଘର ଟିଏ ଭାଙ୍ଗି ଚୁରୁମାର୍ କରି ଦେଲା ଦନ୍ତାହାତୀ

ମୋ ଘର ଟିଏ ଭାଙ୍ଗି ଚୁରୁମାର୍ କରି ଦେଲା ଦନ୍ତାହାତୀ

ହଁ ଆଜ୍ଞା ଏପରି କାନ୍ଦି କାନ୍ଦି ଜଣେ ମହିଳା କହୁଛନ୍ତି ମୋ’ର ଘର ଟି କେତେ କଷ୍ଟ କରି ଘର ଟି ଏ ବନାଇଥିଲି ହେଲେ କୋଉଠି ଥିଲା ଏ ହାତୀ ଆସି ମୋ ଘର କୁଡ଼ିଆ କୁ ପୁରା ଚୁରୁମାର୍ କରିଦେଲା
ଏପରି ଦେଖିବାକୁ ମିଳିଛି ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ଗାଁ ଗାଁ ରେ ପଶି ଭାଙ୍ଗୁଛି ଘର ସୂଚନା ଅନୁଯାୟୀ ଗୁବୁରା ବେଢ଼ା ଗ୍ରାମର ଦିବାକର ମହାନ୍ତଙ୍କ ଘରେ ସମସ୍ତେ ଖାଇ ସାରି ସମସ୍ତେ ସୋଇଥିବା ବେଳେ ହଠାତ୍ ଏକ ଦନ୍ତାହାତୀ ୨ ସମୟରେ ଘର ଭାଙ୍ଗିବା ସହିତ ତାଙ୍କ ବାଡ଼ିରେ ଥିବା ପନିପରିବା ଓ କଦଳୀ ଗଛ ଭାଙ୍ଗି ପକାଇଛି ତାଙ୍କ ର ଆଗ ପଟ ଗ୍ରିରି କାନ୍ଥ ଭାଙ୍ଗି ଏକ ଚାଉଳ ବୁରା ଖାଇଥିବା ବେଳେ ତାଙ୍କ ଘର ଲୋକ ମାନେ ଦେଖି ତୁରନ୍ତ ସେଠାରୁ ଗାଁ କୁ ଚାଲିଯାଇଥିଲେ ସେହି ପରି ଭିନ୍ନ ଜାଗାରେ ୪ ଜଣକ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି
ତୁରନ୍ତ ପାଟଣା ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ ତୁରନ୍ତ ଖବର ପାଇ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀମାନଙ୍କ ସହିତ ସହଯୋଗରେ ହାତୀ କୁ ସେଠାରୁ ଘୋଡ଼ା ଥିଲେ
ପୁଣି ଥରେ ଫେରିବ ବୋଲି ଗ୍ରାମବାସୀ କହିଛନ୍ତି ତାଙ୍କ କ୍ଷତି ପୁରଣ ଦେବାପାଇଁ ବନ ବିଭାଗକୁ ଅଭିଯୋଗ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ

Recent Post

Live Cricket Update

You May Like This