ଉଦୟପୁର ଗ୍ରାମ ବାବୁ ସାହି ଠାରେ ଅଖଣ୍ଡ ନାମଯଜ୍ଞ ସଙ୍କୀର୍ତ୍ତନ

ଉଦୟପୁର ଗ୍ରାମ ବାବୁ ସାହି ଠାରେ ଅଖଣ୍ଡ ନାମଯଜ୍ଞ ସଙ୍କୀର୍ତ୍ତନ ଚାଲିଛି। ୭ ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ୨୪ ପ୍ରହରୀ ନାମଯଜ୍ଞ ସୁଦୂର ଝାରଖଣ୍ଡ ସହିତ ବାରିପଦା ଓ କେନ୍ଦୁଝର ଜିଲ୍ଲା ରୁ ମଧ୍ୟ କୀର୍ତ୍ତନ ଦଳ ଆସି ସୁନ୍ଦର କୀର୍ତ୍ତନ କରୁଛନ୍ତି। ହଜାର ହଜାର ଭକ୍ତ ସମାଙ୍ଗମ ହୋଇ ନାଚଗୀତ ରେ ମୁଗ୍ଧ ହୋଇଛନ୍ତି। ଗ୍ରାମ ର ଭୋଳାନାଥ ବଭେଲ୍ ଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି ଏଥି ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ। ଜାଗ୍ରତ ଭାରତ ନ୍ୟୁଜ କେନ୍ଦୁଝରରୁ ରତି ରଞ୍ଜନ ବାରିକଙ୍କ ସହ ସାହାରପଡା ରୁ ହୃଦାନନ୍ଦ ମହାପାତ୍ର ଙ୍କ ରିପୋର୍ଟ ।

Recent Post

Live Cricket Update

You May Like This