ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ପକ୍ଷରେ ଆସିଲା ରାୟ

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ପକ୍ଷରେ ଆସିଲା ରାୟ

ନିର୍ବାଚିତ ସରକାର ମୁଖ୍ୟ କ୍ଷମତାର କେନ୍ଦ୍ର: ସୁପ୍ରିମକୋର୍ଟ ।
କେନ୍ଦ୍ର ନେଇପାରିବନି ଶାସନ ଭାର: ସୁପ୍ରିମକୋର୍ଟ ।
ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିବ।
ଅଫିସରଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର ଦିଲ୍ଲୀ ସରକାର କରିବେ: SC।
CJIଙ୍କ ନେତୃତ୍ବରେ ୫ଜଣିଆ ଖଣ୍ଡପୀଠର ଶୁଣାଣି।

Recent Post

Live Cricket Update

You May Like This