BREKING NEWS
ବେପରୁଆ ଓ ଦ୍ରୁତ ଗାଡ଼ି ଚଳାଚଳ ଯୋଗୁଁ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ଵାର ଦେଇ ଯାଇଥବା ଧୂମାବତୀ ନିକଟରେ। ସୂଚନା ଅନୁଯାୟୀ ଆଜି ସକାଳେ ଢେଙ୍କାନାଳ ଅଭିମୁଖେ OD-02 AK 2322 କାର ଯାଉଥିବା ସମୟରେ ଚୌଦ୍ଵାର ଧୂମାବତୀ ନିକଟରେ ଏକ ଟ୍ରକ୍ OD-35 G 2066 କାର କୁ ସାଇଟର ରୁ ଶକ୍ତ ଧକା ଦେଇଥିଲା।ଚୌଦ୍ଵାର ଥାନା ପୋଲିସ ସୂଚନା ପାଇ ଟ୍ରକ୍ ଟିକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।