ଜଳଛତ୍ର ବଣ୍ଟନ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ଗଁଦିଆ ଗ୍ରାମ ପଞ୍ଚାୟତ ତରଫରୁ ଜଳଛତ୍ର ବଣ୍ଟନ ସରପଞ୍ଚ ଶ୍ରୀମତୀ ସୁଲୋଚନା ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଇ ମାସ ବାର ତାରିଖ ସକାଳ ଆଠଟା ସମୟରେ ଗଁଦିଆ ହାଟ ପରିସରରେ ବଣ୍ଟନ ହୋଇ ଅଛି। ଏହି କାର୍ଯ୍ୟକ୍ରମ ରେ ଗଁଦିଆ ବ୍ଳକ ବିଜୁ ଜନତା ଦଳ ସଭାପତି ବିଶ୍ବନାଥ ଜେନା, ଜିଲ୍ଲା ଯୁବ ବିଜୁଜନତା ଦଳ ସମ୍ପାଦକ ଜୟକୃଷ୍ଣ ବାରିକ , ପଞ୍ଚାୟତ ଯୁବ ବିଜୁଜନତା ଦଳ ସଭାପତି ଜ୍ଞାନ ରଞ୍ଜନ ବେହେରା, ଗଁଦିଆ ପାଣି ପଞ୍ଚାୟତ ସଭାପତି ଅରୁଣ କୁମାର ଜେନା ଉପସ୍ଥିତ ହୋଇ କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ସମିତି ସଭ୍ୟ ବଳରାମ ପରିଡା ଉପସ୍ଥିତ ଥିଲେ।

Recent Post

Live Cricket Update

You May Like This