ରୋଟ୍ରାକ୍ଟ କ୍ଲବର ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ
– ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ ହୋଇଯାଇଛନ୍ତି । ଶିବପ୍ରସାଦ ସ୍ୱାଇଁ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଅମ୍ରିତା ମିଶ୍ର ସମ୍ପାଦିକା ଭାବେ ମନୋନିତ ହୋଇଛନ୍ତି । କ୍ଲବ୍ ତରଫରୁ ସଭ୍ୟମାନଙ୍କର ସହ ସମ୍ମତି କ୍ରମେ ଏହି ଦୁଇ ଜଣକୁ ଆଗାମୀ ୨୦୨୩-୨୪ ବର୍ଷ ପାଇଁ ନୂତନ ସଭାପତି ଓ ସମ୍ପାଦିକା ଭାବେ ମନୋନୀତ କରାଯାଇଛି ।