ସୋସିଆଲ ମିଡ଼ିଆ ର ପ୍ରଭାବ। ସାବାସ୍ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ , ତୁରନ୍ତ କାର୍ଯ୍ୟନୁଷ୍ଠାନ ନିମନ୍ତେ।

ସୋସିଆଲ ମିଡ଼ିଆ ର ପ୍ରଭାବ। ସାବାସ୍ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ , ତୁରନ୍ତ କାର୍ଯ୍ୟନୁଷ୍ଠାନ ନିମନ୍ତେ।

ମିସନ୍ ୨ ସଫଳ ହେଲା ମାନସିକ ବିକାରଗ୍ରସ୍ତ ହୃଦା ନାଏକ,କେନ୍ଦୁଝର,ଚମ୍ପୁଆ ,ରାନୀପୁର ଗ୍ରାମର dmf ଆଶ୍ରା ଗୃହ ରେ ଚିକିତ୍ସା ନିମନ୍ତେ ଆଜି ମେଡିକାଲ ଟିମ୍ ଦ୍ଵାରା ଯାଇଛନ୍ତି। ମୁଁ ଏ କାର୍ଯ୍ୟ ନେଇ କେନ୍ଦୁଝର dsso ମୋଦୀ ସାର୍ ଙ୍କୁ,ସରୋଜ ପଣ୍ଡା ସାର୍ ମହୋଦୟ ଙ୍କୁ ସ୍ଵତନ୍ତ୍ର ଭାବେ ଧନ୍ୟବାଦ ଜ୍ଞାପନ କରୁଛି। ଭଲ ଅଫିସର କର୍ମଚାରୀ ଙ୍କ ସହଯୋଗ ହିଁ ମହତ୍ କାର୍ଯ୍ଯ କରାଇବା ସହଜ ହୋଇଥାଏ। ଏ କାର୍ଯ୍ୟ ନେଇ ମୋତେ ସହଯୋଗ ଦେଇଥିବା ସମସ୍ତ ସରକାରୀ କର୍ମଚାରୀ,ବେ ସରକାରୀ ବନ୍ଧୁ ଙ୍କୁ ହୃଦୟ ର ସହ ଧନ୍ୟବାଦ ଦେଉଛି। ପ୍ରଶାସନ ର ତତ୍ପରତା କୁ ମୁଁ ସାଧୁବାଦ ଜଣାଉଛି। ଆଗକୁ ଏ କାର୍ଯ୍ୟ ଚାଲୁ ରହିବ। ଆମ ଲକ୍ଷ କେବଳ କାହା ମୁଖ ରେ ଟିକିଏ ହସ ଦେଖିବା। ଜାଗ୍ରତ୍ ଭାରତ ନ୍ୟୁଜ କେନ୍ଦୁଝର ରୁ ରତି ରଞ୍ଜନ ବାରିକ ଏବଂ ଚମ୍ପୁଆ ପ୍ରଣଜ୍ କୁମାର ବଡପଣ୍ଡା ଙ୍କ ରିପୋର୍ଟ୍

Recent Post

Live Cricket Update