ନଟବର ବେଶ ଉପଲକ୍ଷେ ଆଜି ଭାଗିରଥି ସାଗର କୂଳରେ ଭଜନ ସମାରୋହ

ନଟବର ବେଶ ଉପଲକ୍ଷେ ଆଜି ଭାଗିରଥି ସାଗର କୂଳରେ ଭଜନ ସମାରୋହ

ଆଜି ତା 13/05/2023 ଢେଙ୍କାନାଳ ଭାଗିରଥି ସାଗର କୂଳରେ ନଟବର ବେଶ ଓ ଭଉଁରୀ ଉତ୍ସବ ଉପଲକ୍ଷେ କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ l କୁଶିଆ କୁମାର, କୁମାର ମିଲୁ, ସୁବାସ ଦାସ, ଆଦିତ୍ରୀ ଓ ଡୁଡୁଲୀ ଭଜନ ପରିବେଷଣ କରିଥିଲେ l

Recent Post

Live Cricket Update