ମଦନମୋହନଙ୍କ ହଳଦୀ ପାଣି ନିତି ପାଳିତ
ଦିର୍ଘ ୨୧ ଦିନ ଧରି ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇ ଶେଷ ପାଞ୍ଚଦିନ ବିଭିନ୍ନ ବେଶ ମଦନମୋହନଙ୍କୁ କରାଯାଇଥିଲା। ଆଜି ମଦନମୋହନଙ୍କ ହଳଦୀ ପାଣି ନିତି ପାଳନ କରାଯିବ। ସନ୍ଧ୍ୟା ଆଳତି ପରେ ଶିଦ୍ଧ ବଳରାମଜୀୟୁକ ମନ୍ଦିର ପ୍ରାଙ୍ଗଣରୁ ମଦନମୋହନ ପାଲିଙ୍କି ରେ ଘଣ୍ଟ କାହାଳି ଛତା ଓ ଛତ୍ରୀ ଆସି ଭାଗିରଥି ସାଗର କୂଳରେ ପହଞ୍ଚିବେ । ପହଞ୍ଚିଲା ପରେ ମଙ୍ଗଳାର୍ପଣ ପୂଜା କରାଯାଇ ବିଭିନ୍ନ ଭୋଗ ଓ ହଳଦୀ ପାଣି ଖେଳ କରାଯିବ। ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଏହି ହଳଦୀ ପାଣି ନିତି ସମ୍ପର୍ଣ୍ଣ କରାଯାଇଥିଲି।