ବୃଷ ସଂକ୍ରାନ୍ତି ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା।
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାଁ ତାରିଣୀଙ୍କ ପିଠିରେ ବୃଷ ସଂକ୍ରାନ୍ତି ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ବିଭିନ୍ନ ଭୋଗ ମା’ଙ୍କ ପାଖରେ ଲାଗି କରାଯାଇଥିଲା। ମଧ୍ୟାହ୍ନରେ ମା’ଙ୍କ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ପହଡ ପଡ଼ିବ।