କଲେଜ ଛାତ୍ରୀ ଙ୍କୁ ଅପହରଣ ଅଭିଯୋଗରେ ଶିକ୍ଷକ ଗିରଫ
କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ +୨ ପଢୁଥିବା ୧୭ ବର୍ଷୀୟ ଙ୍କୁ ଏପ୍ରିଲ ୧୧ ତାରିଖ ରେ ପାଟଣା ରୁ ଅପହରଣ କରି ନେଇ ଯାଇଥିଲା ଏନେଇ ପାଟଣା ଥାନାରେ ତାଙ୍କ ଘରଲୋକ ଅଭିଯୋଗ କରିଥିଲେ ପାଟଣା ଥାନା କେଶ୍ ନଂ ୬୨/ ୨୩/ରେ ଏକ ମାମଲା ରୁଜୁ କରାଯାଇଥିଲା ତଦନ୍ତ ଆରମ୍ଭ କରି ଯୁବକ ଜଣକ ବାଙ୍ଗାଲୋର ରହୁଥିବା ପୁଲିସ୍ ଜାଣିବାକୁ ପାଇଥିଲା ପାଟଣା ପୋଲିସ୍ ଏକ ଟିମ୍ ବାଙ୍ଗାଲୋର କୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଏବଂ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଦାନ ସୂଚନା ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍