Search
Close this search box.

ସରକାରଙ୍କ ମାଳ ମାଳ ଯୋଜନା ଥାଉ ଥାଉ ହେଲେ କାହା ପାଖକୁ ପହଞ୍ଚି ପାରୁନାହିଁ ଭଲ ଘର ଖଣ୍ଡିଏ କାହାପାଇଁ ଭତ୍ତା ନାହିଁ

ସରକାରଙ୍କ ମାଳ ମାଳ ଯୋଜନା ଥାଉ ଥାଉ ହେଲେ କାହା ପାଖକୁ ପହଞ୍ଚି ପାରୁନାହିଁ ଭଲ ଘର ଖଣ୍ଡିଏ କାହାପାଇଁ ଭତ୍ତା ନାହିଁ

ହଁ ଦଶକ ବନ୍ଧୁ ଆମେ କହୁଛୁ
ପାଟଣା ବ୍ଲକ ଅଞ୍ଚଳର କଥା
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ନିକଟସ୍ଥ ଥିବା ସାଦରସାହିରେ ଏପରି ଦେଖିବାକୁ ମିଳିଛି
ଅସହାୟ ବିଧବା ମାଉସୀ ରାଇମଣୀ ମୁଣ୍ଡା ତାଙ୍କର ବୟସ ୮୦ ନାଁ
ମିଳୁଛି ଭଲ ଘର ଖଣ୍ଡିଏ ତାଙ୍କ ପାଖରେ ପହଂଚି ପାରୁଛି ଆବାସ ଗୃହ ଟିଏ ପାଇଁ ବୃଦ୍ଧା। ଜଣଙ୍କ ସରପଞ୍ଚ ଟୁ ଆରମ୍ଭ କରି ପାଟଣା ବ୍ଲକ ପର୍ଯ୍ୟନ୍ତ ସମସ୍ତ ଙ୍କୁ କାକୁତି ମିନତି କରି ଗୁହାରି ଜଣାଇ ଆସୁଛନ୍ତି କିନ୍ତୁ କେହିବି ତାଙ୍କ ଗୁହାରୀ ଶୁଣୁ ନଥିବା ସେ କହିଛନ୍ତି
ଆଜ୍ଞା ଆମେ ଗରିବ ଲୋକ ବୋଲି କ’ଣ ଆମ କଥା କେହି ଶୁଣୁ ନାହାନ୍ତି ମୁଁ କେମିତି ଏ ଭଙ୍ଗା ଘରେ କେମିତି ରହିବି ମୋର ପୁଅ ବୋହୁ ମୋତେ କେହି ପଚାରୁ ନାହାନ୍ତି ଝଡ଼ ବତାସ ଆସିଲେ ମୁଁ ପଡ଼ୋଶୀ ଘର କୁ ଯାଇ ଆସର ନେଉଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This

× How can I help you?