ଅତିରିକ୍ତ CSOଙ୍କ ଘରେ ଭିଜିଲାନ୍ସ ରେଡ୍
ଭିଜିଲାନ୍ସ ଜାଲରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅତିରିକ୍ତ CSOଙ୍କ ଘର ଓ ଅଫିସ୍ରେ ରେଡ୍। ଭୁବନେଶ୍ୱରରେ ୪ଟି ଘରେ, ଭଞ୍ଜନଗର ଅଫିସ, ଭଡ଼ା ଘରେ ରେଡ୍।
WhatsApp us