କନ୍ଦଳପୁର ସେଣ୍ଟଜାଭିୟର ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ସଫଳତା

[ କନ୍ଦଳପୁର ସେଣ୍ଟଜାଭିୟର ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ସଫଳତା ]

ଜଗତସିଂହପୁର
ତା =17/5/(ନି ପ୍ର )
କନ୍ଦଳପୁର ବଜାର ରୋଡ଼ ସ୍ଥିତ ସେଣ୍ଟଜାଭିୟର ହାଇସ୍କୁଲ ଦଶମ ଶ୍ରେଣୀ ସି ଵି ଏସ ଇ ପରୀକ୍ଷାରେ ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇ ସଫଳତା ହାସଲ କରି ହାଇସ୍କୁଲ ର ଗୌରବ ଅର୍ଜନ କରିଛନ୍ତି | ସ୍କୁଲ ର ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ପଞ୍ଚାନବେ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଥିବା ବେଳେ ଭାଗ୍ୟଲକ୍ଷ୍ମୀ ଦାସ ନବେ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି |ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ ସନ୍ତୋଷ ଜନକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାରୁ ସେଣ୍ଟ ଜାଭିୟର ହାଇସ୍କୁଲ ର ପରିଚାଳନା କର୍ତ୍ତୃପକ୍ଷ, ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This