ସାବିତ୍ରୀ ପାଇଁ ଫଳ ଦୋକାନ ଭିଡ ଜମୁଛି
ଓଡ଼ିଆ ସଧବା ନାରୀଙ୍କର ବଡ଼ ବ୍ରତ ସାବିତ୍ରୀ।ଆସନ୍ତା କାଲି ସାବିତ୍ରୀ ବ୍ରତ ପାଳନ ପାଇଁ ଢେଙ୍କାନାଳ ବିଭିନ୍ନ ଫଳ ଦୋକାନ ମାନଙ୍କରେ ମହିଳା ମାନେ ଫଳ କିଣୁଛନ୍ତି। ଦରବୃଦ୍ଧି ହେଲେବି ଫଳ କିଣିବା ପାଇଁ ଲୋକମାନଙ୍କ ଭିଡ ଲାଗିଛି। ଆମ୍ବ ୧୦୦,ସେଓ ୩୦୦ , ଅଙ୍ଗୁର ୨୦୦, ଡାଳିମ୍ବ ୨୦୦, ସପୁରୀ ୪୦, ନଡ଼ିଆ ୩୦, କଦଳୀ ଡ୍ରଜନ ୮୦,ପଣଷ ୧୦୦, ନାସପାତି ଗୋଟା ୮୦ ରହିଛି।