ସାବିତ୍ରୀ ପାଇଁ କାଠ ପାନିଆ ପସରା ମେଲିଛି

ସାବିତ୍ରୀ ପାଇଁ କାଠ ପାନିଆ ପସରା ମେଳିଛି।

ସାବିତ୍ରୀ ପାଇଁ ବିଭିନ୍ନ ପ୍ରକାରର ପୂଜା ସାମଗ୍ରୀ ପସରା ମେଳିଛି। ଆସନ୍ତା କାଲି ସାବିତ୍ରୀ ଥିବାରୁ ଢେଙ୍କାନାଳ ବିଭିନ୍ନ ବଜାର ଓ ଛକମାନଙ୍କରେ କାଠ ପାନିଆ, କାଠ କଣ୍ଢେଇ, ଦର୍ପଣ,ମାଳି, ସଂଖା ମହିଳା ମାନେ କିଣୁଛନ୍ତି।

Recent Post

Live Cricket Update

You May Like This