କେନ୍ଦୁଝରରେ ନୂତନ ଏସ ପି ଙ୍କ ଯୋଗଦାନ
କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ନୂତନ ଏସ ପି ଙ୍କ ଯୋଗଦାନ। କୁଶଲକର ନୀତିନ ଡାଗଡୁ କେନ୍ଦୁଝର ଜିଲ୍ଲାରେ ନୂତନ ଏସ ପି ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ଥିବା ଏସ ପି ମିତ୍ରଭାନୁ ମହାପାତ୍ରଙ୍କ ବଦଳି ସୁନ୍ଦରଗଡ଼ ଜିଲ୍ଲା କୁ ହୋଇ ଯାଇଛି। ତାଙ୍କ ବଦଳରେ ବଲାଙ୍ଗିର ଜିଲ୍ଲାରେ ଏସ ପି ଭାବେ ନିଯୁକ୍ତି ପାଇଥିବା ଓ ଦାୟିତ୍ବ ଗ୍ରହଣ କରିଥିବା ଶ୍ରୀ ଡାଗଡୁ ବଦଳି ହୋଇ କେନ୍ଦୁଝର ଜିଲ୍ଲାରେ ନୂତନ ଏସ ପି ଭାବେ ଯୋଗଦାନ କରିଅଛନ୍ତି।