ରିଜିଜୁଙ୍କ ଶୁକ୍ରବାର ଭୂ-ବିଜ୍ଞାନ ମନ୍ତ୍ରଣାଳୟର କାର୍ଯ୍ୟଭାର ଗ୍ରହଣ

ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଶୁକ୍ରବାର ଭୂ-ବିଜ୍ଞାନ ମନ୍ତ୍ରଣାଳୟର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ମିଡିଆକୁ କହିଛନ୍ତି, କୋଣସି ଭୁଲ ଯୋଗୁଁ ତାଙ୍କୁ ଆଇନ ମନ୍ତ୍ରଣାଳୟ ଛାଡ଼ିବାକୁ ପଡ଼ିନାହିଁ । ଅଭିଯୋଗ କରିବା ବିରୋଧୀଙ୍କ କାମ । ମନ୍ତ୍ରଣାଳୟ ପରିବର୍ତ୍ତନ କରିବା ସରକାରଙ୍କ ପ୍ରକ୍ରିୟାର ଏକ ଅଙ୍ଗ ।

Recent Post

Live Cricket Update

You May Like This