କେନ୍ଦୁଝର ଝୁମ୍ପୁରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଉନ୍ନତ ମାନର କାମ

କେନ୍ଦୁଝର ଝୁମ୍ପୁରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା।
ରାସ୍ତା ର ନାମ ନଗରପାଳ ଠାରୁ ବାରୁଣା ପର୍ଯ୍ୟନ୍ତ ଉନ୍ନତ ମାନର ରାସ୍ତା ଆଜି ହୋଇଥିବା ରୁ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଛି।ପୂର୍ବରୁ ଏହି ରାସ୍ତା ବହୁତ ଖରାପ ଥିଲା।ଆଜି ଠିକାଦାର ବାପୁନ୍ବାବୁ ଓ ଇନଚାର୍ଜ ଶ୍ରୀ ଚିନ୍ମୟ ସାହୁ କୁ ଏହି ଅଞ୍ଚଳର ଲୋକମାନେ ଭଲ କାମ ହୋଇଥିବା ରୁ ଉତ୍ସାହିତ ହେଉଛନ୍ତି।

କେନ୍ଦୁଝର ରୁ ରତି ରଞ୍ଜନ ବାରିକ ଙ୍କ ରିପୋର୍ଟ୍ ଜାଗ୍ରତ୍ ଭାରତ ନ୍ୟୁଜ

Recent Post

Live Cricket Update