Search
Close this search box.

କେନ୍ଦୁଝର ଝୁମ୍ପୁରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଉନ୍ନତ ମାନର କାମ

କେନ୍ଦୁଝର ଝୁମ୍ପୁରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା।
ରାସ୍ତା ର ନାମ ନଗରପାଳ ଠାରୁ ବାରୁଣା ପର୍ଯ୍ୟନ୍ତ ଉନ୍ନତ ମାନର ରାସ୍ତା ଆଜି ହୋଇଥିବା ରୁ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଛି।ପୂର୍ବରୁ ଏହି ରାସ୍ତା ବହୁତ ଖରାପ ଥିଲା।ଆଜି ଠିକାଦାର ବାପୁନ୍ବାବୁ ଓ ଇନଚାର୍ଜ ଶ୍ରୀ ଚିନ୍ମୟ ସାହୁ କୁ ଏହି ଅଞ୍ଚଳର ଲୋକମାନେ ଭଲ କାମ ହୋଇଥିବା ରୁ ଉତ୍ସାହିତ ହେଉଛନ୍ତି।

କେନ୍ଦୁଝର ରୁ ରତି ରଞ୍ଜନ ବାରିକ ଙ୍କ ରିପୋର୍ଟ୍ ଜାଗ୍ରତ୍ ଭାରତ ନ୍ୟୁଜ

Recent Post

Live Cricket Update

You May Like This

× How can I help you?