ସ୍ବର୍ଗତା ବିଦ୍ୟୁତ ଲତା ସାମଲଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଗ୍ରାମର ବରିଷ୍ଠ ଶିକ୍ଷକ ନୀର ସାମଲଙ୍କ ପତ୍ନୀ ବିଦ୍ୟୁତଲତା ସାମଲଙ୍କ ବିୟୋଗରେ ଆଜି ବଳିଷ୍ଠ ନାଗରିକ ମଞ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଇଞ୍ଜିନିୟର ପଦ୍ମନାଭ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ବିଦ୍ୟୁତ ଲତା ଥିଲେ ଜଣେ ସାରସ୍ବତ ସାଧକ, ସ୍ନେହି ଓ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିଲେ।ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗ୍ରାନ୍ତଗାରିକ ସଂଘର ସଭାପତି ତଥା ସମାଜସେବୀ ପରୋପକାରୀ ସୁଶାନ୍ତ କୁମାର ନାୟକ, ପଦ୍ମନାଭ ଦାଶ, ବଳିଷ୍ଠ ଶିକ୍ଷକ ନୀର ସାର,କଳାକାର ସାର, ଘନଶ୍ୟାମ ଦାସ,,
ମେଘନାଦ ମହାଳିକ, ପୁରୁଷୋତ୍ତମ ବେହେରା, ସରୋଜ କୁମାର ସାହୁ,ନାରଣ ଦାଶ,ଅଜୟ ଓଝା, ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ