ଯୁମ୍ବା ଡେମୋ କ୍ଲାସ ଅନୁଷ୍ଠିତ

.ଯୁମ୍ବା ଡେମୋ କ୍ଲାସ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା କମଲେଶ୍ ହୋଟେଲ ଠାରେ ଏକ ଯୁମ୍ବା ଡେମୋ କ୍ଲାସ ଅନୁଷ୍ଠିତ ହୋଇଥିଲା। ଏହି କ୍ଲାସରେ ସୁପର କାର୍ଡିଓ ଡାନ୍ସ ପାର୍ଟି, ଜୁମ୍ବା ଷ୍ଟେପ ଏବଂ ଆମଜିଂଗ ଆବାସ ବଡି ଫିଟନେସ ଟ୍ରେନିଙ୍ଗ ମଧ୍ୟ ହୋଇଛି। ଏହି ଜୁମ୍ବା କ୍ଲାସ୍ ଟି ବହୁତ ଇନରଯିଟିକ ହୋଇଥିବା ସହିତଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ଏହାର ବହୁତ ଆନନ୍ଦ ଉଠାଇ ଥିଲେ ଓ ୬୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।ଏହି କ୍ଲାସ୍ ରେ ମୁଖ୍ୟ ଟ୍ରେନର ଭାବେ ସରୋଜ ସାର୍,ଖୁସି ମ୍ୟାଡ଼ାମ ଓ ତାଙ୍କ ପୁରା ଯୁଂବା ଟ୍ରେନିଙ୍ଗ ଦେଉଥିଲେ,ଏହାକୁ ଆୟୋଜନ କରିଥିଲେ ପ୍ରଶାନ୍ତ ରାଉତ୍ ଏବଂ ଓନର ଆଶିଷ ମିଶ୍ର । ଆଗକୁ ଆକୁରିଅମ୍ ଯୁମ୍ବା ହେବବୋଲି ଆୟୋଜକ ପ୍ରକାଶ କରିଥିଲେ।

Recent Post

Live Cricket Update

You May Like This