( ମା ଅମ୍ବିକା ଅନୁସୂଚିତ ଜାତି ଜନଜାତି ଆବାସିକ ଶିକ୍ଷା ସେବାଶ୍ରମ ସମ୍ପାଦକ ଙ୍କ ପକ୍ଷରୁ ନୂତନ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା )
ଜଗତସିଂହପୁର
ତା =23/5/23
ନବୀନ ଙ୍କ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ନୂତନ ଗଣଶିକ୍ଷା ମନ୍ତ୍ରୀ ଭାବେ ସୁଦାମ କୁମାର ମାରାଣ୍ଡି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବା ପରେ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସ ଭବନ ଠାରେ
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ସିଦ୍ଧଳ ବଟବିହାର ସ୍ଥିତ ମା ଅମ୍ବିକା ଅନୁସୂଚିତ ଜାତି, ଜନ ଜାତି ଆବାସିକ ଶିକ୍ଷା ସେବାଶ୍ରମ ର ସମ୍ପାଦକ ସମାଜସେବୀ ଜୀବନ ସାମନ୍ତରାୟ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ମା ଅମ୍ବିକା ଅନୁସୂଚିତ ଜାତି ଜନଜାତି ଆବାସିକ ଶିକ୍ଷା ସେବାଶ୍ରମ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଗଣଶିକ୍ଷା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |