ସାରଥି ପରିବାର ଯାଜପୁର ପକ୍ଷରୁ ସାହାଯ୍ୟ

ସାରଥି ପରିବାର ଯାଜପୁର ପକ୍ଷରୁ ସାହାଯ୍ୟ

ବିଷୟ _____ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ମଠସାହିର ଦିନ ମଜୁରିଆ , ଅତ୍ୟନ୍ତ ଗରୀବ ଶ୍ରୋଣୀର ବ୍ୟକ୍ତି ପ୍ରଶାନ୍ନ କୁମାର ଦାସ କ୍ରୋଣସି ଏକ କାମରେ ଛାତ ଉପରକୁ ଯାଇଥିବା ବେଳେ ଛାତ ତଳକୁ
ଖସି ପଡ଼ି ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା।ପରେ ଅପରେସନ ହୋଇ ଆଜକୁ ଏକ ବର୍ଷ ହେବ ଘରେ ବିଛଣାରେ
ପଡିଛନ୍ତି । ଏପରି ଦୟନୀୟ ଅବସ୍ଥାରେ
ଥିବାବେଳେ ପାଞଜଣ ପରିବାରକୁ ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ବ୍ୟାପାର।ଏପରି ଦୟନୀୟ ଅବସ୍ଥାରେ
ଓ ଶ୍ରୀ ମଦ ଶ୍ରୀ ଶ୍ରୀ ସାରଥି ଦେବଙ୍କ ବାଣୀ ଗରିବକୁ ଦେଖ ଗୋବିନ୍ଦକୁ ଦେଖ
ନ୍ୟାୟରେ ଯାଜପୁର ସାରଥି ପରିବାର
ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତରେ ସାରଥୀ ଦେବଙ୍କ ବାଣୀରେ ଅନୁପ୍ରାଣିତ ହୋଇ ଏକ ମାସର ରାସନ୍ ସାମଗ୍ରୀ ସହିତ ଲୁଗାପଟା
ଏବଂ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା। ଯେଉଁ ମାନେ ଉପସ୍ଥିତ ଥିଲେ ସେମାନେ ହେଲେ ମଦନମୋହନ ବାଇ,ଦିଲୁ,ଗଗନ, ତାରିଣୀ ସାହୁ, ଲିଲି ଦାଶ, ଅମୁଲ୍ୟ ସାମଲ, ମନୋରମା ସାହୁ,
ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This