ଏହି ବ୍ୟକ୍ତି ଜଣଙ୍କ 21/05/2023 ରିଖ ରବିବାର ଦିନଠାରୁ ନିଖୋଜ ଅଛନ୍ତି ଘର ଲୋକଙ୍କ କହିବା ଅନୁସାରେ ସେ 16/05/2023 ତାରିଖ ଦିନ ହାଇଦ୍ରାବାଦ କୁ କାମ କରିବାକୁ ଯାଇଥିଲେ କିନ୍ତୁ ସେଠାରୁ କୌଣସି କାରଣ ବଶତଃ ନିଜ ଘରକୁ ଟ୍ରେନ୍ ସାହାଯ୍ୟ ରେ ଆସୁଥିଲେ କିନ୍ତୁ ଆସିବା ସମୟରେ ଭୁଲ ବଶତଃ ବିଶାଖା ପାଟଣା ଷ୍ଟେସନ ରେ ଓହ୍ଲେଇ ପଡ଼ିଥିଲେ ଓ ସେହିଠାରୁ ସେ ନିଖୋଜ ଅଛନ୍ତି ତାଙ୍କୁ ବହୁତ୍ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସାଥିରେ ଯିଏ ଥିଲେ ସେ ପାଇପାରି ନଥିଲେ । ଯଦି କେହି ଏହି ବ୍ୟକ୍ତି ଜଣଙ୍କୁ କେହି ପାଆନ୍ତି ଏହି ଠିକଣା ରେ ଯୋଗା ଯୋଗ କରିବାକୁ ଅନୁରୋଧ ଗ୍ରାମ – ଗୌଣିଘଷା ,ଜିଲ୍ଲା – କେନ୍ଦୁଝର, ଥାନା – ହରିଚନ୍ଦନପୁର, ବ୍ଲକ- ହରିଚନ୍ଦନପୁର , ରାଜ୍ୟ – ଓଡ଼ିଶା , ପୋଷ୍ଟ – ଚିଲିକିଧରା, ପିନ – 758080 ଫୋନ୍- 8260199409, 8018822558
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
