ପ୍ରତି ପଞ୍ଚାୟତକୁ ମୋ ବସ୍ ଗଡିବ
ପ୍ରତି ପଞ୍ଚାୟତକୁ ‘ମୋ ବସ୍’ ଚଲାଇବାକୁ ନିଷ୍ପତ୍ତି।
ବ୍ଲକ୍ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍।
‘ଲକ୍ଷ୍ମୀ’ ସ୍କିମ ମାଧ୍ୟମରେ ବସ ସେବା ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଆରମ୍ଭ ହେବ ବସ ସେବା।
କୋରାପୁଟ,ନବରଙ୍ଗପୁର,ରାୟଗଡ଼ା, ମାଲକାନଗିରି କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ସେବା ଆରମ୍ଭ ହେବ। ସୂଚନା ଦେଲେ ପରିବହନ ସଚିବ ଊଷା ପାଢ଼ୀ।