ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନ

ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନ

ବିଷୟ____ ଆଳି ବ୍ଳକ ଅନ୍ତର୍ଗତ ଡାକବଙ୍ଗଳା ଛକ ସ୍ଥିତ New trends ଲୁଗା ଦୋକାନରେ ଗତ କାଲି ମଧ୍ୟରାତ୍ରିର ବିଳମ୍ବିତ ପ୍ରହରରେ
ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତି
ଜଳିପୋଡି ପାଉଁଶ ହୋଇଯାଇଛି।ଏହି ନିଆଁକୁ ଆୟତ କରିବାକୁ ରାଜକନିକା,ଆଳି,ପଟ୍ଟାମୁଣ୍ଡେଇ ଓ ରାଜନଗରରୁ ମୋଟ ଚାରୋଟି ଦମକଳ ଆସି ନିଆଁ ଲିଭାରେ ନିୟୋଜିତ ଅଛନ୍ତି ।

ଆଳିରୁ ସରୋଜ ସାହୁଙ୍କ ରିପୋର୍ଟ
ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update