ଆମ ଠାରୁ ଲୁଟି ନେଇ ଗଲା ପୋଷ୍ଟମାଷ୍ଟର

ଆମ ଠାରୁ ଲୁଟି ନେଇ ଗଲା ପୋଷ୍ଟମାଷ୍ଟର

ହଁ ଦଶକ ବନ୍ଧୁ ଆମେ କହୁଛୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିପଡ଼ା ଥିବା ଏକ ଡ଼ାକ ଘର କଥା ଘେରାଉ କଲେ ଶତାଧିକ ମହିଳା ୪୦୦ ଉର୍ଦ୍ଧ୍ବ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଜମା ଟଙ୍କାକୁ ଶାଖା ଡାକଘରୁ ଭୈରବ ଚନ୍ଦ୍ର ନାୟକ ହଡ଼ପ କରିବା
ଅଭିଯୋଗ ଆଣିଛନ୍ତି ମହିଳାମାନେ ଅଭିଯୋଗ ଅନୁଯାୟୀ କଣ୍ଟିପଡ଼ା ପୁରୁଣିଆ ଓ ବଲାଣିପଶି ଗ୍ରାମର ଟିକି ନାଏକ ଯମୁନା ନାଏକ ଲକ୍ଷ୍ମୀ ନାଏକ ଲତା ନାଏକ ମାଳତୀ ନାଏକ ସତ୍ୟବ୍ରତ ନାଏକ ଭବାନୀ ନାଏକ ମାଧବ ନାଏକ ସୁଲୋଚନା ନାଏକ ନବତା ନାଏକ ପ୍ରମୁଖ ଶତାଧିକ ଜମାକାରୀ ଡ଼ାକ ଘରେ ଫିକ୍ସ୍ ପିଏଆଇ ସହ ସୁକନ୍ୟା ଯୋଜନାରେ ଟଙ୍କା ଜମା ନକରି ଟଙ୍କା କୁ ହଡ଼ପ କରିଥିବା ସହିତ ଜମାକାରୀ ଙ୍କ ପାସ୍ ବୁକ୍ ବହି ମାଗିଲେ ଭୈରବ ଚନ୍ଦ୍ର ନାୟକ ମାରିବାକୁ ଧମକ ଦେଉଛି ଥିବା ବେଳେ ଲୋକ ମାନେ ତୁରୁମୁଙ୍ଗା ଥାନା ଅଭିଯୋଗ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update