ଓୟୁଜେ ପକ୍ଷରୁ ତୃତୀୟ ସାଧାରଣ ପରିଷଦ ବୈଠକ ଓ ପରିଚୟ ପତ୍ର ବଣ୍ଟନ

ଓୟୁଜେ ପକ୍ଷରୁ ତୃତୀୟ ସାଧାରଣ ପରିଷଦ ବୈଠକ ଓ ପରିଚୟ ପତ୍ର ବଣ୍ଟନ |
ଜଗତସିଂହପୁର
ତା =25/5/23

ଜଗତସିଂହପୁର ଜିଲ୍ଲା ର ଅଗ୍ରଣୀ ସାମ୍ବାଦିକ ଅନୁଷ୍ଠାନ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିୟନ ର ଆଇ କାର୍ଡ ବଣ୍ଟନ ଉତ୍ସବ ଓ ତୃତୀୟ ସାଧାରଣ ପରିଷଦ ବୈଠକ ରଘୁନାଥପୁର ବ୍ଲକ କେରକେରI,ସ୍ଥିତ ବାବା ଗୋରେଖନାଥ ଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି |ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା କଲେଜ ଅଧକ୍ଷ୍ୟ ଦେବେନ୍ଦ୍ର କୁମାର ବାରିକ ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ସେମାଙ୍କ ସମାଜ ପ୍ରତି ସହଯୋଗ ଉପରେ ଆଲୋକପାତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପୁରସ୍କାର ପ୍ରାପ୍ତ କୃତି ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ | ବାବା ଗୋରେଖନାଥ ପୀଠ ର ବଡ଼ପଣ୍ଡା ଦିଲ୍ଲୀପ କୁମାର ପଣ୍ଡା | ବରିଷ୍ଠ ସାମ୍ବାଦିକ ତଥା ଓମଫେଡ ୟୁନିଅନ ସଭାପତି ଆର୍ତତ୍ରାଣ ପତି | ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ | ଜ଼ିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା | ,କୋଷାଧକ୍ଷ ରମାକାନ୍ତ ଦାଶ | ସାମ୍ବାଦିକ ରମାକାନ୍ତ ରାଉଳ | ଶ୍ରୀକାନ୍ତ ଦାସ | ପ୍ରଶାନ୍ତ ମୁଦୁଲି | ପିଣ୍ଟୁ ମୁଦୁଲି |ଜମେଶ ଗୋଛାୟତ |ଅଶୋକ କୁମାର ରାୟ |ଅକ୍ଷୟ କୁମାର ଦାସ | ଈଶ୍ୱର ଦାସ |ସ୍ମୁତି ରଞ୍ଜନ ମହାନ୍ତି |ପ୍ରଫୁଲ୍ଲ କୁମାର ସାହୁ |ବାବୁଲି ଦାସ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ୟୁନିୟନ ର ସାମ୍ବାଦିକ ମାନଂକୁ ଅତିଥି ମାନଙ୍କ ଦ୍ୱାରା ଆଇ କାର୍ଡ ବଣ୍ଟନ କରାଯାଇଥିଲା |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update