ସାତକୋଶିଆ ଗଣ୍ଡ କୁ ଟ୍ରିବ୍ୟୁନାଲ ଟିମ୍ ର ଗସ୍ତ

ସାତକୋଶିଆ ଗଣ୍ଡ କୁ ଟ୍ରିବ୍ୟୁନାଲ ଟିମ୍ ର ଗସ୍ତ

– ମହାନଦୀ ଜଳକୁ ନେଇ ଓଡିଶା ଏବଂ ଛତ୍ତିଶଗଡ଼ ମଧ୍ୟ ଲାଗୀ ରହିଛି ବିବାଦ। ଏ ନେଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଅନୁଗୋଳ ଜିଲ୍ଲା ସାତକୋଶିଆ ଗଣ୍ଡ କୁ ଟ୍ରିବ୍ୟୁନାଲ ଟିମ୍ ର ଗସ୍ତ କରିଛନ୍ତି। ସଡକ ପଥ ଏବଂ ଆକାଶ ପଥ ରେ ଆସିଛନ୍ତି ଟ୍ରିବ୍ୟୁନାଲ ଟିମ୍। ଟ୍ରିବ୍ୟୁନାଲ ଟିମ୍ ର ଅଧ୍ୟକ୍ଷ ଙ୍କ ସମେତ ୯ ଜଣିଆ ଟିମ୍, ଛତ୍ତିଶଗଡ଼ ର ୨୪ ଜଣିଆ ଟିମ୍ ସହିତ ଓଡିଶାର ୫୦ ରୁ ଉର୍ଦ୍ଧ ଅଧିକାରୀ ଏହି ଗସ୍ତ ରେ ସାମିଲ ହୋଇଛନ୍ତି। ସୁରକ୍ଷା ପାଇଁ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ଙ୍କୁ ନିୟୋଜିତ କରାଯାଇଛି।

Recent Post

Live Cricket Update