ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗରେ ମାଲବାହି ଟ୍ରେନ ଲାଇନ୍ ଚୁତ.
ଗଞ୍ଜାମ..ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗରେ ଏକ ମାଲବାହି ଟ୍ରେନ୍ ର ଦୁଇ ଇଞ୍ଜିନ ଲାଇନ୍ ଚୁତ ହୋଇଛି l ବର୍ତ୍ତମାନ ଗୋଟାଏ ଲାଇନ୍ ବନ୍ଦ କରି ଆନ୍ୟ ଲାଇନ୍ ରେ ଟ୍ରେନ୍ ଯାତାୟାତ ହେଉଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି.ଖୋର୍ଦ୍ଧା ଡିଭିଜନ ଖୋର୍ଦ୍ଦା ଓ ପlଲlସା ଟିମ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି ଲାଗିଛନ୍ତି l ଏହି ମlଲ ବାହୀ ଟ୍ରେନ୍ ରେ ୱାଇଟ ଡଷ୍ଟ୍ ( ସିଙ୍କନ୍) ବୋଝେଇ ହୋଇ ରାଜଗାଙ୍ଗପୁର ଠାରୁ ବଇରୀ ଅଭିମୁଖେ ଯାଉଥିଲା l ଘଟଣା ସ୍ଥଳରେ ଖୋର୍ଦ୍ଦା ଡିଭିଜନ ର (ଡିଆରଏମ )ରୀଙ୍କେସ ରାୟ ଉପସ୍ଥିତ ଅଛନ୍ତି l (ଡିଆରଏମ )ଙ୍କ ନେତୃତ୍ୱରେ ବହୁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି l