ବୃଦ୍ଧ ଦମ୍ପତିଙ୍କ ଠାରୁ ଚାରି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ ଅଭିଯୋଗ

ବୃଦ୍ଧ ଦମ୍ପତିଙ୍କ ଠାରୁ ଚାରି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ ଅଭିଯୋଗ.

ବ୍ରହ୍ମପୁର.. ଗୋପାଳପୁର ଥାନା ଅନ୍ତର୍ଗତ ଅରୁପଲ୍ଲୀ ଗ୍ରାମର ପ୍ରଭାକର ପଟନାୟକ ଓ ତାଙ୍କ ସ୍ତ୍ରୀ କୁମାରୀ ପଟନାୟକ ଠାରୁ ଚାରି ଲକ୍ଷ ପଚାଶ ହଜାର ଟଙ୍କା କେହି ଦୃବୁତ ଝାମ୍ପି
ଦେବା ନେଇ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ହୋଇଛି. ସୂଚନା ପ୍ରକାରେ ବୃଦ୍ଧ ଦମ୍ପତି ଘର କାମ ନିମନ୍ତେ ବ୍ରହ୍ମପୁର ଗଜପତି
ନଗର ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଖଡାସିଂ ଶାଖା ଠାରୁଟଙ୍କା ଉଠାଣ କରି ଏକ ଭେନିଟି ରେ ଟଙ୍କା ନେଇ ମଟର ସାଇକେଲ ରେ ଯାଉଥିବା ସମୟରେ ଆଙ୍କୁଲି ଓଭର ବ୍ରେଜ଼ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ରଙ୍ଗର ପଲସର ଆସି ଟଙ୍କା ଥିବା ଭେନିଟି ଟି
କୁ ଝାମ୍ପି ନେଇଥିଲେ.ଘଟଣା ସ୍ଥଳରେ ବୈଦ୍ୟନାଥ ପୁର ପୋଲିସ ପହଞ୍ଚି ବ୍ୟାଙ୍କର
ସିସିଟିଭି ଯାଞ୍ଜ କରିବା ସହ ଘାଟଣର ଅନୁସନ୍ଧାନ କରୁଛି।

Recent Post

Live Cricket Update

You May Like This