ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଧାରଣା

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଧାରଣା ।

ଅନୁଗୋଳ ତା. ୦୨.୦୬ : ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଧ୍ୟ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ନିକଟରେ ନିଜର ବିଭିନ୍ନ ଦାବୀ ଉପସ୍ଥାପନ କରି ଅସଫଳ ହେବା କାରଣରୁ ରାଜ୍ୟ ଅମଲା ସଂଘର ଡାକରାରେ ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଜୁନ୍ ୧ ତାରିଖ ୨୦୨୩ ମସିହା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ନିଷ୍ପର୍ଷି ଗ୍ରହଣ କରିଛନ୍ତି । ଏହି ବିଷୟକୁ ଖବରକାଗଜ ଗୁଡିକରେ ସ୍ଥାନିତ କରିବାକୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି । ଏହି ଅନୁରୋଧ ପତ୍ରର ଏକକିତା ନକଲ ଏଥ‌ି ସହ ସଂଯୁକ୍ତ କରାଗଲା ।

Recent Post

Live Cricket Update

You May Like This