ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପୁରୁଣାଗଡ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପୁରୁଣାଗଡ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୋଳ ଜିଲ୍ଲା ପୁରୁଣାଗଡ ରଥ ଯାତ୍ରା ପାଇଁ ଆଜି ଅନୁଗୋଳ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଟି ଉପଜିଲ୍ଲାପାଳ ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ତହସିଲ୍ ଦାର୍ ସାଶ୍ୱତ ରଞ୍ଜନ ଦାସ, ବିଡିଓ ଅରବିନ୍ଦ୍ ବେହେରା, ଡେପୁଟି କଲେକ୍ଟର ରାଜୀବ ଲୋଚନ ବେହେରା, ଆସିଷ୍ଟାଣ୍ଡ କଲେକ୍ଟର ସୁକାନ୍ତ କୁମାର ସାହୁ, ବନ୍ତଳା ଥାନା ଅଧିକାରିଣୀ ସୁମିତ୍ରା ପାତ୍ର, DCO ଦୁଃଶାସନ ନାଏକ, ବନ୍ତଳା ମେଡିକାଲ ଅଧିକାରୀ ଡାଃ ଘନଶ୍ୟାମ ବେହେରା,ଅବକାରୀ ବିଭାଗ, ଅଗ୍ନିସମ ବିଭାଗ, TPCODL ଙ୍କ ସମେତ ପୁରୁଣାଗଡ ମନ୍ଦିର କମିଟି ଉପସ୍ଥିତ ରହିଥିଲେ।

Recent Post

Live Cricket Update

You May Like This