ବିସ୍ତାପିତ ଜମିହରା ବାସହରା ଲୋକ ୭ ଦଫା ଦାବିକୁ ନେଇ ଏପିଜେ କାରଖାନା ମୁଖ୍ୟ ଫାଟକ ଦେଲେ ଗଣଧାରଣା।
Place _jajpur
Reporter _Soraj ku sahoo
Data _9/6/23
Anc_ଦେଖନ୍ତୁ ଯାଜପୁର କଳିଙ୍ଗନଗର ସୁକିନ୍ଦା ତହସିଲ ଅନ୍ତର୍ଗତ ସାରଙ୍ଗପୁର ପଞ୍ଚାୟତ ଖୁରୁଣ୍ଟି ଠାରେ ଏପିଜେ ଲଜିଷ୍ଟିକି ଗେଟ୍ ସମୁଖରେ ଗଣଧାରଣା। ସୂଚନା ମୁତାବକ କାରଖାନା ପାଇଁ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସରକାର ଙ୍କୁ ଲୋକେ ମଜିଦେଲେ। ଜମି ଦେବାପରେ ବିସ୍ଥାପିତ ଜମିହରା ପରିବାର ଲୋକେ ସ୍ଥାନୀୟ କାରଖାନା ରେ ନିଯୁକ୍ତି ଓ ମେଣ୍ଟେନାସ , ସେଠାରେ ଠିକା ଦାର କାର୍ଯ୍ୟ କରିବା ଓ ଚାକିରି କରି ଥିବା ଲୋକ ଯଦି ମୃତ୍ୟୁ ହେଲେ ସେହି ପରିବାର ଙ୍କୁ ଚାକିରି, ଦେବା ବିସ୍ଥାପିତ କଲୋନୀ ରେ ର୍ଡ଼େନ ସଫା କରିବା ମଶା ମାରିବା ଏଭଳି ସାତ ଦଫା ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ଦୀର୍ଘ ଦଶ ବର୍ଷ ବିତିଗଲାଣି ଚାକିରି ନାହିଁ । ଚାକିରି ପାଇଁ ଅଭିଯୋଗ ବାରମ୍ବାର କରୁଥିଲେ ଦେଲେ ନାହିଁ ଚାକିରି ରେ ପାତର ଅନ୍ତର କରି ୪ ଜଣଙ୍କୁ ଏପିଜେ ନିଯୁକ୍ତି ଦେଲେ । ହେଲେ ଅନ୍ୟ ଯିଏ ଅଛନ୍ତି ସେମାନଙ୍କୁ ନିଯୁକ୍ତି ଦିଆଗଲା ନାହିଁ ପାତର ଅନ୍ତର କରାଗଲା। ଏବଂ ଆଉ ଗୋଟିଏ ପଟେ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଗଣମାଧ୍ୟମରେ କହିଥିଲେ ଯେ ଓଡ଼ିଶା ର ଲୋକ ସୁକିନ୍ଦା ଲୋକ କେହି ଚାକିରୀ ପଛରେ ଗୋଡେଇବେ ନାହିଁ। ଚାକିରି ତୁମ ପଛରେ ଗୋଡାଇବ ବୋଲି କହିଥିଲେ। ତାହାର ବାସ୍ତବ ଚିତ୍ର ଆଜି ଦେଖନ୍ତୁ ଏ ଆଉ କେଉଁଠି ନୁହେଁ ଖୋଦ୍ ସୁନାର ସୁକିନ୍ଦା ରତ୍ନ ଗର୍ଭା ସୁକିନ୍ଦା ର ଦୃଶ୍ୟ ଚାକିରି ପାଇଁ ବିସ୍ଥାପିତ ଜମିହରା ଭୋକ ଉପାସରେ ଖରା ତାରରେ ଚାକିରି ପାଇଁ ଏପିଜେ କାରଖାନା ସମ୍ମୁଖରେ ଗଣଧାରଣା ଦେଇ ବସି ଛନ୍ତି। ହେଲେ ବିସ୍ଥାପିତ ଜମିହରା ଲୋକ ଙ୍କୁ ଚାକିରି ଦେବାର ନାଗନ୍ଧ ନାହିଁ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଚାକିରି ସୁକିନ୍ଦା ଲୋକ ଙ୍କ ପଚରେ କୁଆଡେ଼ ଗୋଡାଇବ ନା ଓଡ଼ିଶାର ଲୋକଙ୍କ ପଚରେ ଗୋଡାଇବ ଚାକିରି। ଚାକିରି କଥା କହି ବାସ୍ପଟ ମାରି ବାହା ବାହା ନେବାକୁ ବସିଛନ୍ତି । କେବଳ ଭୋଟ ପାଇଁ ଏସବୁ ମିଛ ଓ ମିଛ ପ୍ରହସନ ଦେଖାଇ ଭୋଟ ନେବା ପାଇଁ ଏଭଳି ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ। ଆଉ ଯଦି ଯଥାଶୀଘ୍ର ବିସ୍ଥାପିତ ଜମିହରା ପରିବାର ଙ୍କୁ ଚାକିରି ନଦିଆଯାଏ ତାହାଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦେବେ ରାଜରାସ୍ତ ଅବୋଧ କରିବେ ବୋଲି ବିସ୍ଥାପିତ ଜମିହରା ପରିବାର ପକ୍ଷରୁ ଚେତାବନୀ ଦେଇଛନ୍ତି ସରକାର ଓ ଜିଲ୍ଲା ପ୍ରଶାସନ ଓଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ଙ୍କୁ ଆଉ କହିଛନ୍ତି ଏକଣ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଙ୍କ ର ଚାକିରି ଯେ ଗୋଟିଏ ପଟେ ଯଦି ଚାକିରି ଦେଉଛନ୍ତି କହିଛନ୍ତି ତାହାଲେ କାହିଁକି ଖରା ତାରରେ ଭୋକ ଉପାସରେ କାରଖାନା ଗେଟ୍ ସମୁଖରେ ଗଣଧାରଣା ତାର ଜବାବ ଦିଅନ୍ତୁ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ। ଏହି ଅସୁବିଧା ପାଇଁ କେବଳ ଦାୟୀ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ବୋଲି କହିଥିଲେ।ଆଉ ଏବିଷୟରେ କାରଖାନା କତ୍ତୃପକ୍ଷ ଙ୍କୁ ପଚାରିବାରୁ ସେ କହିଥିଲେ ୧୫ ଦିନ ଭିତରେ ସମସ୍ୟା ସମାଧାନ ହେବ ଆଗରୁ ୪ ଜଣ ନିଯୁକ୍ତି ପାଇଛନ୍ତି ବୋଲି କହିଥିଲେ।