ରଜ ମହୋତ୍ସବ ଉପଲକ୍ଷେ ବୟନିକା ପକ୍ଷରୁ ଭୁବନେଶ୍ବର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଆୟୋଜିତ ହୋଇଛି। ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ଆଜି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ @HTH_Odisha ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦଘାଟନ କରିଛନ୍ତି। ମେଳାରେ ଓଡିଶାର ୪୦ଟି ତଥା ଅନ୍ଯ ରାଜ୍ୟର ୨୦ଟି ସମିତି ଯୋଗ ଦେଇଛନ୍ତି।