ରାତି ଅଧରେ ଅଜଣା ଦୁର୍ବୃତ ଘରେ ପଶି ଚାରି ଚକିଆ ଯାନ ପୋଡ଼ିଦେଲେ



କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅତି ନିକଟବର୍ତ୍ତୀ ବୈକୁଣ୍ଠପୁର ଗ୍ରାମର ପ୍ରଦୀପ କୁମାର ବାରିକ ଙ୍କ ଘରେ ପଶି ଅଜଣା ଲୋକ ଚାରି ଚକିଆ ଯାନ OD-11-A-5398 ଉକ୍ତ ଯାନ ଟିକୁ ଜାଳି ଦେଲେ ନିକଟବର୍ତ୍ତୀ ଝୁମ୍ପୁରା ଦମକଳ ବାହିନୀ ଆସି ନିଆଁ କୁ ଆୟତ କରିଥିଲେ।ଏହାର ପ୍ରତିକ୍ରିୟା ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଅବଗତ କରାଯାଇଛି। କେନ୍ଦୁଝର ରୁ ରତି ରଞ୍ଜନ ବାରିକ ଙ୍କ ରିପୋର୍ଟ୍ ଜାଗ୍ରତ୍ ଭାରତ ନ୍ୟୁଜ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


