ଓଡ଼ିଆ ଙ୍କ ର ବାରମାସରେ ତେର ପର୍ବ ରୁ ରଜ ହେଉଛି ଏକ ନିଆରା ପର୍ବ। ଆଜି ଓଡିଶା ର ଗଣ ପର୍ବ ରଜରେ ଢେଙ୍କାନାଳ ଜିଲ୍ଲା ସହର ଠାରୁ ଗ୍ରାମାଞ୍ଚଳ ଘରେ ଘରେ ଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାରର ପିଠା, ମିଠା, ଫଳମୂଳ ଓ ଖାସି ମାଂସ ର ମଜାନେଉଛନ୍ତି ମହିଳା ଓ ଝିଅମାନେ। ରଜ ରେ ରଜ ପାନ ଏକ ନିଆରା ଏହି ପାନ ପାଇଁ ବିଭିନ୍ନ ସ୍ଥାନରେ ଷ୍ଟିଲ ଦେଖିବାକୁ ମିଳିଛି। ତିନି ଦିନ ଧରି ଏହି ରଜ ପର୍ବ ବହୁ ଆଡ଼ମ୍ବରେ ପାଳନ କରାଯିବ।