ତ୍ରିନାଥ ଯୁବକ ସଂଘ ତରଫରୁ ରଜ ଉତ୍ସବ
ପାଳନ
ସ୍ଥାନ କଟକ
ତାରିଖ 15/06/2023
କଟକ
କଟକ ମାତା ମଠ ର ଗଉଡl ଗଡ଼ା ଛକ ଠାରେ ତ୍ରିନାଥ
ଯୁବକ ସଂଘ ତରଫରୁ ରଜ ଉପଲକ୍ଷେ ଦହି ପଣା, ରଜ
ପାନ, ବିଭିନ୍ନ ପ୍ରକାରର ପିଠା ଜନସାଧାରଣ ଙ୍କୁ ବଣ୍ଟନ
କରାଯାଇଛି, ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ବଜାଇ
ରଖିବା ପାଇଁ ଉନତ ଧରଣର ପ୍ରୟାସ ଆରମ୍ଭ କରିଛି
ତ୍ରିନାଥ ଯୁବକ ସଂଘ ର ସଭ୍ଯ ବୃନ୍ଦ ,ଏହି କାର୍ଯକ୍ରମରେ
ସ୍ତାନୀୟ କର୍ପୋରେଟର ଯୋଗ ଦେଇ ସଭ୍ଯ ମାନଙ୍କର
ଉତ୍ସାହ ବଢାଇ ଥିଲେ, ଏହି କାର୍ଯକ୍ରମରେ ପ୍ରମୋଦ କୁମାର ବେହେରା ଦୀପକ ଦାସ, ସୁରେଶ ଭୂୟାଁ, ଶ୍ରୀକାନ୍ତ ଭୂୟାଁ
ଏସ୍, ଶ୍ରୀନିବାସ ରାଓ, ଏବଂ ସିଲୁ, Dilu କାର୍ଯକ୍ରମ କୁ
ପରିଚାଳନା କରିଥିଲେ।