କେନ୍ଦେଇପଶି ଠାରେ ରଜ ପର୍ବ ଖୁବ ଧୁମଧାମରେ ପାଳନ ହେଉଛି

କେନ୍ଦେଇପଶି ଠାରେ ରଜ ପର୍ବ ଖୁବ ଧୁମଧାମରେ ପାଳନ ହେଉଛି

ଓଡ଼ିଶାର ଗଣପର୍ବ ପବିତ୍ର ପହିଲି ରଜ ମହା ଆଡ଼ମ୍ବରପୂର୍ଣ୍ଣ ଭାବେ ଡ୍ରିମ୍ ଟିମ୍ କେଂଦେଇପଶି ଆନୁକୂଲ୍ୟରେ ରଜ ମହୋତ୍ସବ କେନ୍ଦେଇପଶି -୨୦୨୩ ଆୟୋଜିତ ହୋଇଯାଇଛି ।ଏଥିରେ ବିଭିନ୍ନ ପ୍ରକାର ର ମହିଳା ମାଆ ଭଉଣୀଙ୍କ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଆହୁରି ଦୁଇଦିନ ପ୍ରର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଜାରିରହିବ ତତ୍ ସହିତ ପ୍ରତ୍ୟହ ସନ୍ଦ୍ୟାରେ ମେଲଡି କାର୍ଯ୍ୟ କ୍ରମ ରଖାଯାଇଛି।ଆଜି ପହିଲି ରଜ ମହୋତ୍ସବ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ମାନବ ଅଧିକାର ଜିଲ୍ଲା ସଭାପତି ତଥା ଭାରତୀୟ ଜନତା ପାଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ସତ୍ୟ ବ୍ରତ ନାଏକ,ସମ୍ମାନୀତଅତିଥୀ ଭାବେ କେଂଦେଇପଶି ସରପଞ୍ଚ ଶ୍ରୀମତୀ ମିନାକ୍ଷୀ ନାୟକ ଯୋଗଦେଇଥିଲେ।ତତ୍ ସହିତ ଡ୍ରିମ ଟିମର ସଭାପତି ଅଶୋକ କୁମାର ସାହୁ, ଡ୍ରିମ ଟିମରେ ସଦସ୍ୟ ସରୋଜ ବାରିକ, ଶୁଭଶ୍ରୀ ନାଏକ, ରୀନା ରାଣୀ ନାଏକ, ଏବଂ ସମସ୍ତ ଡ୍ରିମ ଟିମ୍ ର ସଦସ୍ୟା ଏବଂ କେନ୍ଦେଇପଶି ଗ୍ରାମର ମାଆ ଓ ମାଉସୀ ସହଯୋଗରେ କରିଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update