ପୋଡ଼ଶି କୁ ପ୍ରେମ କରିବା ପଡ଼ିଲା ମହଙ୍ଗା ମାଡ଼ ତିନି ଦିନ ଧରି ଆମ୍ବ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ ପଣି ଲଜ୍ୟା ଗାଁରେ ବସିଲା କଙ୍ଗାରୁ କୋର୍ଟ

ପୋଡ଼ଶି କୁ ପ୍ରେମ କରିବା ପଡ଼ିଲା ମହଙ୍ଗା ମାଡ଼
ତିନି ଦିନ ଧରି ଆମ୍ବ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ
ପଣି ଲଜ୍ୟା ଗାଁରେ ବସିଲା କଙ୍ଗାରୁ କୋର୍ଟ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗ୍ରାମରେ ଜଣେ ମହିଳା ଆଉ ଜଣେ ସେହି ଗାଁର ପ୍ରେମିକ ଦୀର୍ଘ ବର୍ଷ ଧରି ଦୁଇ ଜଣ ପ୍ରେମ କରିଆସୁଥିଲେ ତାଙ୍କର ସ୍ବାମୀ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ନିଜ ସ୍ତ୍ରୀ ନିଜ ପ୍ରେମିକ ଘରକୁ ଡ଼ାକି ଥିଲେ ତାଙ୍କର ପ୍ରେମିକ ରାତିରେ ତାଙ୍କ ଘରକୁ ଆସିଥିଲେ ଦୁଇ ଜଣ ମଧ୍ୟ ରେ ଚୋରା ପିରତି ଚାଲୁଥିବା ଦେଖିବାପରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ରାତିରେ ବାହାର ପଟେ ତାଲା ପକାଇ ଦେଇଥିଲେ ତୁରନ୍ତ ତାଙ୍କର ସ୍ବାମୀ ଜଣାଇଥିଲେ ସେ ଖବର ପାଇ ତୁରନ୍ତ ଗାଁ ପହଞ୍ଚି ଥିଲେ ସକାଳୁ ଦୁଇ ଜଣଙ୍କୁ ଧରି ଗାଁ ର ଗଛରେ ବାନ୍ଧି ପକାଇଥିଲେ ତିନିଦିନ ଧରି ରଖିଥିବା ବେଳେ କୌଣସି କାରଣରୁ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ସହିତ ଥାନାକୁ ଆଣିଥିଲେ ଏହାପରେ ଦୁଇ ଜଣକୁ ଥାନାର ଅଟକ ରଖି ତଦନ୍ତ ଆରମ୍ଭ କରୁଛି ବୋଲି ସୂଚନା ମିଳିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ମୟୂରଭଞ୍ଜ ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update