ଜିଲ୍ଲା ସ୍ତରୀୟ ‘‘ ଗୁଣାତ୍ମକ ଶିକ୍ଷା’’ ଶୀର୍ଷକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ
ଢେଙ୍କାନାଳ, ୧୮/୬ : ଢେଙ୍କାନାଳ ଜିଲ୍ଲା ଓଷ୍ଠା ସଂଘ ପରିସରରେ ‘‘ଜିଲ୍ଲା ସ୍ତରୀୟ ଗୁଣାତ୍ମକ ଶିକ୍ଷା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଜିଲ୍ଲାର ବିଭିନ୍ନ ବ୍ଲକ୍ର ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମାର୍କ ବୈଠକରେ ଜିଲ୍ଲା ସଂପାଦକ ବିଭୁତି ଭୂଷଣ ସାମଲ ଶିକ୍ଷକ, ଶିକ୍ଷା ଏବଂ ଶିକ୍ଷାୟତନରେ ବିଭଳି ଭାବରେ ଜିଲ୍ଲାର ବିକାଶ ଘଟିବ, ସେ ସଂପର୍କରେ କେତେକ ଉପାବେୟ ତଥ୍ୟ ଉପସ୍ଲାପନ କରିଥିଲେ । ରାଜ୍ୟ ସଂଘର କର୍ମକର୍ତାଙ୍କ ମଧ୍ୟରେ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସତ୍ତାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଂଜନ କୁମାର ଦାସ, କୋଷୀକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ବାଳ, ରାଜ୍ୟ ଉପସଭାପତି ବୃୟ ଯଥା ଶ୍ରୀକାନ୍ତ ସାହୁ ଏବଂ ପ୍ରମୋଜ କୁମାର ପାଇଁ କେନଣ୍ଡଳୀ ଯୋଗଦାନ କରି ଶିକ୍ଷାର ବିକାଶ ସଂପର୍କିତ ଦିଗ୍ଦର୍ଶନ ପ୍ରଦାନ କରିଥିଲେ ।
ବୈଠକର ଦ୍ଵିତୀୟାର୍କରେ ମାନ୍ୟବର ଲୋକସଭା ସାଂସଦ ମହେଶ ସାହୁ ମୁଖ୍ୟ ଅତିଥ୍ ଭାବରେ ଏବଂ ‘‘ଆମ ପ୍ରତିଭା ଆମ ମାନ କରପରି ପ୍ରିୟ ରଞ୍ଜନ ମାର୍ଚ୍ଚ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦାନ କରିଥିଲେ । ଶିକ୍ଷକମାନଙ୍କର ବିଭିନ୍ନ ପ୍ରକାର ଅଭାବ ଅସୁବିଧା ସଂପର୍କରେ ଶିକ୍ଷକମାନେ ମାନ୍ୟବର ସାଂସଦଙ୍କ ନିକଟରେ ପ୍ରକାଶ କରିଥିଲେ । ଅନେକବାର ଜିଲ୍ଲା କାର୍ଯ୍ୟାଳୟକୁ ଆସିଲେ ମଧ୍ୟ ଯୋଗାଙ୍କର ଅବଦାନକୁ ଠିକ ସମୟରେ ସମାଧାନ କରାଯାଇପାରୁ ନାହିଁ । ଅହେତୁକ ବିଳମ୍ବ ଘଟୁଛି । ପ୍ରତି ବ୍ଲକ୍ ମହକୁମାରେ ଗୁଣାମୁଳ ର କଳା ସେ ଜିଲ୍ଲା ସଂଘ ଦ୍ବାରା ଅନୁଷ୍ଠିତ ହେଲେ ସାଂସଦ ସୋସଦେବା ପାଇଁ ନିଜେ କଥା ରଖୁଛନ୍ତି ।