ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ
ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ଠାରେ ଥିବା ଧ୍ରୁବ ଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଓସଡାମା, ଜିଲ୍ଲା ପ୍ରଶାସନ ଏବଂ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ମିଳିତ ସହଯୋଗ ରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିପିଓ ସତ୍ୟନାରାୟଣ ମିଶ୍ର,ସରପଞ ତଥା ଏମ ଏଫ ଏଶର ସଭାପତି ନନ୍ଦକିଶୋର ମଲ୍ଲୀକ, ସଂପାଦକ ପ୍ରଦ୍ୟୁମ୍ନ ପାତ୍ର,ପିଓ ତ୍ରିଲୋଚନ ଦାସ,ଶିକ୍ଷା ବିଭାଗର ମନୋଜ କୁମାର ମହାଳିକ, ପ୍ରଧାନ ଶିକ୍ଷକ ଯଜାତୀ ସାହୁ,
ଚନ୍ଦ୍ର ଶେଖର ବେହେରା,ଫାୟାର ବିଭାଗର ଜଗ ମୋହନ ସିଂହ,ଜରି ଆର ଆଇ ଫୁଲବତୀ ମୁମି ,ଏନମ ଦିଦି ପ୍ରଭାତୀ ନାୟକ ପ୍ରମୁଖ ଯୋଗଦେଇ ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାପାଇଁ ସଙ୍କଳ୍ପବଧ ।ବିପଦ ଓ ବିପର୍ଯ୍ୟୟ ସମୟରେ ନିଜ ନିଜ ଅଞ୍ଚଳରେ ଧନଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

