ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଅଦ୍ଵୈତ ଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବହୁମୁଖି ଆଶ୍ରୟସ୍ଥଳୀ ପରିସରରେ ଓସଡାମା, ଜିଲ୍ଲା ପ୍ରଶାସନ ଏବଂ ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ମିଳିତ ସହଯୋଗ ରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ମକଡ଼ିଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ନିରୂପମା ନାୟକ, ସଂପାଦକ କୁଳମଣୀ ଗୁରୁ, ସମାଜସେବୀ ରଶ୍ମିରଞ୍ଜନ ନାୟକ, ପଞ୍ଚାୟତର ପିଓ ଵିନୋଦ କୁମାର ନାୟକ, ଫାୟାର ବିଭାଗର ଜଗମୋହନ ସିଂହ, ଶିକ୍ଷାବିତ ପ୍ରଶାନ୍ତ କୁମାର ନାୟକ, ସମିତି ସଭ୍ୟ କ୍ଷିରୋଦ ଚଂଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ବାତ୍ୟା ଓ ବନ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାପାଇଁ ସଙ୍କଳ୍ପବଧ। ବିପଦ ଓ ବିପର୍ଯ୍ୟୟ ସମୟରେ ନିଜ ନିଜ ଅଞ୍ଚଳରେ ଧନଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


