Search
Close this search box.

ଧୁମ୍ ଧାମରେ ବିଦାୟ କଲେ ଗାଁ ଝିଅ ମାନେ

ଧୁମ୍ ଧାମରେ ବିଦାୟ କଲେ ଗାଁ ଝିଅ ମାନେ

ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ରଜ ପର୍ବ ଖୁବ ଧୁମଧାମରେ ପାଳନ କରିଛନ୍ତି ଏହି ରଜ କୁ ଗାଁ ଲୋକଙ୍କ ଦ୍ୱାରା ଭିନ୍ନ ଭିନ୍ନ ପ୍ରକାର ଧୁଳି ବନାଇବା ସହିତ ଘରେ ଘରେ ଆରଷା ପିଠା ପଡ ପିଠା କାକରା ପିଠା ବିରି ପିଠା ତିଆରି କରି ଗାଁ ଧୁଳି ମୂଳକୁ ଝିଅ ବୋହୁ ମାନେ ଆଣିଥାନ୍ତି ସେହି ପରି ଗାଁ ଧୁଳି ରେ ବସି ଧୁଳି ଗୀତ ଗାଇ ବାସହିତ ନାଚିଥାନ୍ତି ସେହି ପରି ଗାଁର ରଜ ଧୁଳି କୁ ପୂଜା ପାଠ କରିଥାନ୍ତି
ରଜ କୁ ୫ ଦିନ ଧରି ଚାଲିଆସୁଥିବା ଆଜି ଗାଁ ସାରା ଭୁଲା ଭୁଲି କରି ତାଳେ ତାଳେ ନାଚଗୀତ କରି ରଜ କୁ ଗାଁର ଝିଅ ମାନେ ବିଦାୟ ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This

× How can I help you?