ରଥ ଯାତ୍ରା ର ଅବସରରେ
ହିରୋ କମ୍ପାନୀ ତରଫରୁ ହିରୋ Passion ପ୍ରୋ ଦର୍ଶକ ଙ୍କୁ ଭେଟି
କଟକ ପ୍ରୋଫେସର ପଡ଼l ସ୍ଥିତ JMG ଶୋ ରୁମ୍ ରେ
ହିରୋ କମ୍ପାନୀ ତରଫରୁ ହିରୋ Passion ପ୍ରୋ
ମଟର ସାଇକେଲ 66ର ବିକ୍ରି ଆରମ୍ଭ ହେଲା, ଏହି ଉପଲକ୍ଷେ
JMG ଶୋ ରୁମ୍ ର ମ୍ୟାନେଜିଂ ଡାଇରେକ୍ଟର ପ୍ରଦିପ
ଅଗ୍ରୱାଲ ଏହି ଗାଡି ବିଷୟରେ ଗ୍ରାହକଙ୍କୁ ଜଣାଇଥିଲେ
ଏହି ମଟର ସାଇକଲ ପୁରୁଣା ହୋଇଥିଲେ ମଧ୍ଯ କମ୍ପାନୀ
କିଛି ନୂତନ ଫିଚର ସହିତ ଏହି ନୂଆ ଗାଡି ବଜାର କୁ ଆଉ ଥରେ ଆଣିଛି . JMG ଅଟୋମୋବାଇଲ କଟକ ସହର ର
ସବୁଠୁ ବେଶୀ ବିକ୍ରି କରୁଥିବା ଦୁଇ ଚକିଆ ଯାନ, ବର୍ଷକୁ
ଦେଢ ଲକ୍ଷ୍ୟ ଗାଡି ବିକ୍ରି କରେ ,ଏହି JMG ଅଟୋମୋବାଇଲ କମ୍ପାନୀ ରେ ବର୍ଷକୁ 3 ଲକ୍ଷ୍ୟ ଦୁଇ ଚକିଆ ଯାନ ୱାର୍କ୍ ସପ
ରେ କାର୍ଯ୍ୟ ଭଳି କ୍ଷମତା ଅଛି। ଏହି ନୂତନ ଦୁଇ ଚକିଆ
ଯାନ ର ମୂଲ୍ୟ 76221/- ଏକ୍ସ ଶୋ ରୁମ୍ ଦର, ଏହି ଦୁଇ
ଚକିଆ ଯାନ ର 4 ପ୍ରକାରର କଲର ରେ ଉପଲବ୍ଧ ହେବ
ଏହା ନିଶ୍ଚୟ ଗ୍ରାହକଙ୍କୁ ସୁହାଇବ ବୋଲି ଆଶା ରଖିଛନ୍ତି
ଶୋ ରୁମ୍ କର୍ତ୍ତୁପକ୍ଷ।