



ପ୍ରିଣ୍ଟ ଏଣ୍ଡ ପ୍ରିଣ୍ଟ ଉଦଘାଟିତ
ଢେଙ୍କାନାଳ ଗଣେଷ ବଜାର ଠାରେ ପ୍ରିଣ୍ଟ ଏଣ୍ଡ ପ୍ରିଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ବସନ୍ତ କୁମାର ସାହୁ ସଭାପତି ଗଣେଶ ବଜାର ପୂଜା କମିଟି, ବିଶ୍ଵନାଥ ବେହେରା ସମ୍ପାଦକ ଗଣେଷ ବଜାର ପୂଜା କମିଟି, ଶରତ କୁମାର ମିଶ୍ର, ପ୍ରିଣ୍ଟ ଏଣ୍ଡ ପ୍ରିଣ୍ଟ ର ପ୍ରେପାଇଟର୍ ଦିବ୍ୟଜ୍ୟୋତି ପରିଡା । ଏଠାରେ ବିଭିନ୍ନ ପ୍ରକାରର ପ୍ରିଣ୍ଟ ଅତ୍ୟାଧୁନିକ ପ୍ରଣାଳୀରେ କରାଯାଏ। ଟି-ସାର୍ଟ,ତକିଆ,ଚାବିରିଙ୍ଗ, ପେନ୍, ମୋବାଇଲ କଭର ପ୍ରିଣ୍ଟ,କପ
ଏହାର ପ୍ରଥମ କାଉଣ୍ଟର ଜଗନ୍ନାଥ ରୋଡ଼ ରେ ଥିବା ବେଳେ ଏହା ଦ୍ବିତୀୟ କାଉଣ୍ଟର ଭାବେ ଗଣେଷ ବଜାର ଠାରେ ଉଦଘାଟିତ ହୋଇଛି। ଆଗକୁ ସହରର ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲିବ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-3.jpg)

