ବଲାଣି ଠିକା ଶ୍ରମିକ ସଂଘର ସହସ୍ର ଶ୍ରମିକଙ୍କ ବଲାଣି ରେଲୱେ ସାଇଡିଂ ରେ ଧାରଣା

ବଲାଣି ଠିକା ଶ୍ରମିକ ସଂଘର ସହସ୍ର ଶ୍ରମିକଙ୍କ ବଲାଣି ରେଲୱେ ସାଇଡିଂ ରେ ଧାରଣା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ କମ୍ପାନୀ ବିରୋଧରେ ବଢୁଛି ଜନ ଆସୋନ୍ତସ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତରେ। ବଲାଣି ଥାନା ଅନ୍ତର୍ଗତ ବଲାଣି ରେଳୱେ ସାଇଡିଂ ରେ ସହସ୍ର ସଂଖ୍ୟାରେ ଦିନ ମଜୁରିଆ ଶ୍ରମିକଙ୍କ ଘରୋଇ କମ୍ପାନୀ ରୁଙ୍ଗଟା କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ଶାନ୍ତି ପୁର୍ଣ୍ଣ ଭାବେ ବଲାଣି ଠିକା ଶ୍ରମିକ ସଂଘର ବ୍ୟାନର ତଳେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି, ଆସନ୍ତୁ ଶୁଣିବା ସେମାନଙ୍କ କଣ ରହିଛି ଅଭିଯୋଗ ଘରୋଇ କମ୍ପାନୀ ରୁଙ୍ଗଟା ବିରୋଧରେ ଏବଂ କଣ କହୁଛନ୍ତି ସେମାନେ …………..।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Recent Post

Live Cricket Update

You May Like This