ଶିକ୍ଷକଙ୍କ ବଦଳି ନେଇ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ଶିକ୍ଷକଙ୍କ ବଦଳି ନେଇ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ ଓ ଅଭିଭାବକ

ଯାଜପୁର – ଶିକ୍ଷକଙ୍କ ବଦଳି ପ୍ରତିବାଦ ରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରପଦା ପଞ୍ଚାୟତର ତଳବଂଧ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଲ୍ଲୀ ସାରଙ୍କ ବଦଳି ପ୍ରତିବାଦ ରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବନ୍ଦ କରି ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଛନ୍ତି । ଶିକ୍ଷକ ଅଲ୍ଲୀଙ୍କ ବଦଳି ପ୍ରତିବାଦରେ ଏଭଳି ଆନ୍ଦୋଳନ କରାଯାଇଛି । ଶିକ୍ଷକ ବଦଳି ପ୍ରତିହାର ନହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି ।ପରେ ଘଟଣାସ୍ଥଳରେ ଦୁଇ crcc ପଂହଁଚି ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀ ବିଦ୍ୟାଳୟ କୁ ପ୍ରବେଶ କରିଥିଲେ।।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update